ଅମଳ ଧାନ ଖାଇଗଲେ ହାତୀପଲ

0

ପଦ୍ମପୁର : ବରଗଡ଼ ଜିଲା ପଦ୍ମପୁର ଦହିଗାଁ ମାର୍କେଟ ୟାର୍ଡ଼ରେ ହାତୀଙ୍କ ଉପଦ୍ରବ ଦେଖା ଦେଇଛି। ହାତୀପଲ ଧାନ ମଣ୍ଡିରେ ପଶି ଧାନ ବସ୍ତା ନଷ୍ଟ କରିଛନ୍ତି। ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ ରୁ ୩୫ ହାତୀ ଆସି ବୁଲୁଥିବାର ସୂଚନା ମିଳିଥିଲା। ମାତ୍ର ସୋମବାର ଭୋର ସମୟରେ ହାତୀଗୁଡ଼ିକ ମାର୍କେଟ ୟାର୍ଡ଼କୁ ଆସି ଧାନ ବସ୍ତାରୁ ଧାନ ଖାଇଥିବା ଜଣାପଡ଼ିଛି। ଏହାସହ ୪୦ ରୁ ଅଧିକ ବସ୍ତା ଚାପି ନଷ୍ଟ କରିଛନ୍ତି। ଚାଷୀଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି।

Leave A Reply