ହାତୀଙ୍କ ଉପଦ୍ରବ

0

ଖୋର୍ଦ୍ଧା : ବେଗୁନିଆ ଥାନା ଗୋଡ଼ା ଗାଁ ନିକଟରେ ହାତୀଙ୍କ ଉପଦ୍ରବ ଦେଖାଦେଇଛି। ଜମି ଭିତରେ ହାତୀପଲ ପଶି ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଏପରି ଘଟଣା ବାରମ୍ବାର ଘଟୁଛି। ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

Leave A Reply