ଦଳିଦେଲା ଦନ୍ତା

0

ଢେଙ୍କାନାଳ: ଦନ୍ତା ଆକ୍ରମଣରେ ଗୋବିନ୍ଦ ଦେବତା ନାମକ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି। ଢେଙ୍କାନାଳ ଜିଲା ହଳଦିଆ ବାହାଳ ନିକଟ  ଗୁଡିଆ କାଟେଣୀ ନିକଟରେ  ଘଟିଛି ଏହି ଘଟଣା। କେନାଲରେ କାମ କରୁଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply