ଜିଲା ପରିଷଦ ଉପନିର୍ବାଚନ ଭୋଟ ଗଣତି ଆରମ୍ଭ

0

ଯାଜପୁର : ଯାଜପୁର ୩୦ ନଂ ଜିଲା ପରିଷଦ ଜୋନ ଉପନିର୍ବାଚନ ର ଭୋଟ ଗଣତି ପ୍ରକ୍ରିୟା ସକାଳ ୮ଟା ରୁ ଯାଜପୁର ବ୍ଲକ ପରିସର ରେ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ଗଣତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ୬ ଟି ଟେବୁଲ ରେ ୪ଜଣ ଲେଖାଏଁ ସରକାରୀ କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ଗଣତି ପ୍ରକ୍ରିୟା କୁ ଶାନ୍ତି ଶୃଙ୍ଖଳା ଭାବେ ସମାପନ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଆଉ କିଛି ଘଣ୍ଟା ପରେ ଫଳାଫଳ ଜଣାପଡିବ।

Leave A Reply