ନକଲି ପୁଲିସ ଅଧିକାରୀ ଗିରଫ

0

କନ୍ଧମାଳ: ନିଜକୁ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଡକାୟତି କରୁଥିବା ଜଣେ ବ୍ୟକ୍ତିକୁ ଫିରିଙ୍ଗିଆ ଥାନା ପୁଲିସ ଗିରଫ କରିଛି। ତା ନାମ ବାବୁନା ସାହାଣୀ। ପୁଲିସ ପୋଷାକ ପିନ୍ଧି ସହଯୋଗୀଙ୍କ ସହିତ ମିଶି ସେ ଫିରିଙ୍ଗିଆ ଓ ଫୁଲବାଣୀ ଅଞ୍ଚଳରେ ଡକାୟତି କରିଆସୁଥିଲା। ଗଞ୍ଜେଇ ଚୋରାଚାଲାଣ ଓ ଅନ୍ୟାନ୍ୟ ମାମଲାରେ ତା’ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡ଼ିଛି

Leave A Reply