ଦୂଷିତ ପାଣି ପିଇ ୪୦ରୁ ଅଧିକ ଆକ୍ରାନ୍ତ

0

ନୂଆପଡ଼ା : ଦୂଷିତ ପାଣି ପିଇ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ନୂଆପଡ଼ା ଅର୍ଜୁନା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବୋଡ଼େନ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Leave A Reply