ପାଣି ଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

କଟକ: ପୁରୀଘାଟ ଥାନା ଅନ୍ତର୍ଗତ ନିମ ସାହିରେ ଏକ ଅଘଟଣ ଘଟିଯାଇଛି । ଚାରି ମହଲା ଉପରେ ଥିବା ଏକ ପାଣି ଟାଙ୍କିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକ ଜଣଙ୍କ ନିମ ସାହିର ଏବଂ ତାଙ୍କ ନାମରେ ପୁରୀଘାଟ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାପଡିଛି । ତେଣୁ ଗିରଫଦାରି ଭୟରେ ଯୁବକ ଜଣଙ୍କ ଲୁଚିବାକୁ ଯାଇ ପାଣିରେ ପଡି ଥାଆନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply