ରେଳ ଧାରଣାରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

0

ଝାରସୁଗୁଡା: ଝାରସୁଗୁଡା ଜିଲା ବେଲପାହାଡ଼ ଠାରେ ଥିବା ରେଳ ଫାଟକ ନିକଟରେ ରେଳ ଧାରଣାରୁ ଏକ ଅଜଣା ବ୍ୟକ୍ତିର ଶବ ପଡିଥିବାର ଦେଖାଯାଇଥିଲା। ବ୍ରଜରାଜନଗର ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ମଙ୍ଗଳବାର ସକାଳେ ରେଳ ଧାରଣାରେ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି।

Leave A Reply