କାଠଗୋଲା ଭୁଶୁଡି ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

0

ରାଉରକେଲା: ସେକ୍ଟର-୨ ସ୍ଥିତ ବନ୍ଦ କାଠଗୋଲା ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ସ୍ଥାନୀୟ ଘୋଡ଼ାବନ୍ଧ ବସ୍ତିର ସୋହନ କଛପ ଓ ତାଙ୍କ ସ୍ତ୍ରୀ ଫାଗୁନି କଛପ ଗୁରୁତର ହୋଇଛନ୍ତି । ସୋହନ ସେଠାରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି । ଘଟଣା ସ୍ଥଳରେ ସେକ୍ଟର-୩ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।

Leave A Reply