ପାରିବାରିକ କଳହର କରୁଣ ପରିଣତି,  ବିଷ ପିଇ ଜଣେ ମୃତ ୨ ଗୁରୁତର

0

ଭଦ୍ରକ:  ଭଦ୍ରକ ଜିଲା ବନ୍ତ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି  । ପାରିବାରିକ କନ୍ଦଳ ଯୋଗୁଁ ଗୋଟିଏ ପରିବାର ଦୁଇ ପୁଅଙ୍କ ସହ ମାଆ ବିଷ ପିଇ ଦେଇଥିଲେ ।  ଏଥିରେ ଜଣଙ୍କର ମୃତ ହୋଇଥିବା ବେଳେ  ୨ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତରମାନଙ୍କୁ ଚିକିତ୍ସାପାଇଁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସ୍‌ସିବି ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Leave A Reply