ଦୁଇ ଜୀବନ ନେଲା କାଳବୈଶାଖୀ

0

ନବରଙ୍ଗପୁର: କାଳବୈଶାଖୀ ତାଣ୍ଡବରେ ଝଡିପଡିଛି ଦୁଇ ଜୀବନ । ଗତକାଲି କାଳବୈଶାଖୀ ତୋଫାନରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ବେନୋରା ପଞ୍ଚାୟତର କର୍ଲିପଦର ଗାଁରେ ମା ଓ ଝିଅ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବର୍ଷା ଓ ପବନରେ ଘରର ଆଜବେଷ୍ଟସ୍‌ ଓ କାଠ ଭାଙ୍ଗି ପଡ଼ିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Leave A Reply