ଗୋଆରେ କଂଗ୍ରେସ କରିବ ସରକାର ; ରାଜ୍ୟପାଳକୁ ଲେଖିଲେ ଚିଠି

0

ନୂଆଦିଲ୍ଲୀ : ଗୋଆରେ ପୁଣିଥରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। କଂଗ୍ରେସ ରାଜ୍ୟରେ ସରକାର ଗଠନ ପାଇଁ ଦୃଢୋକ୍ତି ପ୍ରକାଶ କରିଛି। ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଅନୁସାରେ କଂଗ୍ରେସ ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। କଂଗ୍ରେସ କହିବା ଅନୁସାରେ ବିଜେପି ସରକାରରେ ଥାଇ ମଧ୍ୟ ରାଷ୍ଟ୍ରପତି ଶାସନ ଲାଗିବା ଆଇନ ଅନ୍ତର୍ଗତ ନୁହେଁ। ଏହାସହ ସେ ଆହୁରି କହିଛନ୍ତି ଆମକୁ ସୁଯୋଗ ମିଳିଲେ ଆମେ ସରକାର ଗଠନ କରିବୁ।
ଗୋଆରେ ରାଜନୈତିକ ଦଳଙ୍କ ସ୍ଥିତି
ବିଧାନସଭା ଆସନ ସଂଖ୍ୟା – ୪୦
ବିଜେପି – ୧୩
କଂଗ୍ରେସ – ୧୭
ଗୋଆ ଫରୱାର୍ଡ ପାର୍ଟି – ୩
ଏନସିପି – ୧
ସ୍ୱାଧୀନ – ୩

Leave A Reply