ଠିଆ ହୋଇଥିବା କାର, ହଠାତ୍ ଜଳି ଉଠିଲା

0

ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ପୁରୁଣା ଦମକଳ କେନ୍ଦ୍ର ନିକଟରେ ଥୁଆ ହୋଇଥିବା ଏକ କାର୍ ଶନିବାର ଅପରାହ୍ନରେ ହଠାତ୍ ଜଳି ଉଠିଛି । ସେହି ସମୟରେ କାର ଚାଳକ ଉପସ୍ଥିତି ନଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ତେବେ କାରରେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ସଟ୍ ସର୍କିଟ ରୁ ନିଆଁ ଲାଗିଛି କିମ୍ବା କିଏ ଲଗାଇ ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Leave A Reply