ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ

0

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ ରହିଛି। ନୂତନ ବସ୍ ଟର୍ମିନାଲ୍‌କୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା। ଫଳରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

Leave A Reply