ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ

0

ବଡ଼ସାହି : ଲଗାଣବର୍ଷା ଯୋଗୁଁ ବେତନଟୀ ବ୍ଲକ, ଧନପୁର ଗ୍ରାମରେ ଅସହାୟ ବୃଦ୍ଧା ଚମ୍ପାବତୀ ମହାନ୍ତଙ୍କ ମାଟିକାନ୍ଥ ଭୁଶୁଡି ପଡିଛି। ଫଳରେ ଘରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପୁରା ପରିବାର ଖଟିଖିଆ ବର୍ଗର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply