ବ୍ରହ୍ମପୁରରେ ବୋମା ମାଡ଼: ଜଣେ ଗୁରୁତର

0

ବ୍ରହ୍ମପୁର: ସ୍ଥାନୀୟ ଲାଞ୍ଜିପଲି ତୋଟା ସାହିରେ ବୋମା ମାଡ଼ରେ ସୁଶାନ୍ତ ବିଶୋଇ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଏମ୍‍କେସିଜି ମେଡିକାଲ୍‍ କଲେଜ୍‍ରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Leave A Reply