ନୂଆପଡ଼ାରେ ଭାଲୁ ଆତଙ୍କ : ୮ ଆହତ

0

ନୂଆପଡ଼ା: ନୂଆପଡ଼ାରେ ଭାଲୁ ଆତଙ୍କ ଦେଖାଦେଇଛି। ରକ୍ତମୁଖା ଭାଲୁ ଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଛି। ବୋଡେନ ବ୍ଲକର କରଙ୍ଗାମାଳରେ ଭାଲୁ ଲୁଚି ରହିଛି। ଗାଁରେ ପଶି ଏହି ଭାଲୁ ଆତଙ୍କ ଖେଳାଇଛି। ତେବେ ଭାଲୁକୁ ଧରିବା ପାଇଁ ବନ ବିଭାଗ ଏ ପର୍ଯ୍ୟନ୍ତ ଗାଁରେ ପହଞ୍ଚି ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave A Reply