ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

0

ବଣେଇ : ସୁନ୍ଦରଗଡ ଜିଲାର ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ପଂଚାୟତର ଭୂୟାଁ ସାହିରେ ଜନୈକ ମହିଳାଙ୍କ ସନ୍ଦେହଜନେକ ମୃତ୍ୟୁ ଘଟିଛି । ମୃତ ମହିଳାଜଣକ ହେଉଛନ୍ତି ସେବତୀ ନାଏକ(୪୦)। ମହୁଲପଦା ଥାନା ଅଧିକାରୀ ଅଲେଖ ଚନ୍ଦ୍ର ଗରଡ଼ିଆ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି।

Leave A Reply