ଜୁଆ ଆଡ୍ଡାରେ ଚଢଉ ; ୭ ଗିରଫ

0

ବଣେଇ : ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡ କୋଇଡା ଥାନା ଅନ୍ତର୍ଗତ ଏକ ବ୍ୟାଙ୍କ ନିକଟରେ ଜୁଆ ଆଡ୍ଡାରେ ଚଢଉ କରିଛି। ଏହି ଚଢଉରେ ୭ଜଣଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ଖବରପାଇ ଅଚାନକ ଚଢଉ କରିଥିଲା।

Leave A Reply