ନାଳକୁ ଖସିଲା କାର୍‍ , ୩ ଗୁରୁତର

0

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଦଇସଡ଼ା ପାଖରେ ରବିବାର ଭାରସାମ୍ୟ ହରାଇ ଏକ କାର୍‍ ନାଳକୁ ଖସି ପଡ଼ିଛି। ଫଳରେ କାରରେ ଥିବା ବାପା ଝିଅ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁରରୁ ବାଲେଶ୍ୱର ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Leave A Reply