ଦାଦାବଟି ପାଇଁ ଗୁଳିମାଡ ସନ୍ଦେହ

0

ବାଲେଶ୍ୱର : ବାଲେଶ୍ୱର ଜିଲା ତାମିଳିଆ ଫାଟକ ନିକଟରେ ଥିବା ଜାଇକା ହୋଟେଲକୁ ଦୁବୁର୍ତ୍ତମାନେ ଦୁଇ ରାଉଣ୍ଡ ଗୁଳିମାଡ କରିଛନ୍ତି। ଏକ ମୋଟର ସାଇକେଲରେ ତିନି ଜଣ ଯୁବକ ଆସି ଏହି ଘଟଣା ଘଟାଇଛନ୍ତି। କାରଣ ଅସ୍ପଷ୍ଟ ରହିଛି। ଦାଦାବଟିକୁ ନେଇ ଏହି ଗୁଳିମାଡ କରାଯାଥିବା ଅନୁମାନ କରାଯାଉଛି।

Leave A Reply