ଶ୍ବଶୁର ଘରକୁ ଆସି ସ୍ତ୍ରୀଙ୍କୁ ଆକ୍ରମଣ କଲେ ସ୍ବାମୀ

0

ସୁବର୍ଣ୍ଣପୁର : ସ୍ବାମୀର ଭୁଜାଲି ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏପରି ଘଟଣା ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମରେ ଘଟିଛି। ଅଭିଯୁକ୍ତ ଶ୍ବଶୁର ଘରକୁ ଯାଇ ସ୍ତ୍ରୀକୁ ଆକ୍ରମଣ କରିଥିବା ଜଣାପଡିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply