ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

0

ନୂଆଦିଲ୍ଲୀ: ନାବାଳିକା ବଳାତ୍କାର ଅଭିଯୋଗରେ ଆତ୍ମଘୋଷିତ ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୟୁପି ଶାହଜହଁପୁରର ନାବାଳିକା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆଶାରାମ ବାପୁ । ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ୨ ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛି । ଯୋଧାପୁର ଜେଲରେ ସ୍ବତନ୍ତ୍ର ଅଦାଲତରେ ରାୟ ପ୍ରକାଶ ପାଇଛି । ଯୌନ ଶୋଷଣ ଆରୋପରେ ପ୍ରାୟ ୫ ବର୍ଷରୁ ଅଧିକ ଜେଲରେ ଥିବା ଆଶାରାମ ବାପୁଙ୍କୁ ଜେଲରେ ଥିଲେ ।

Leave A Reply