୯ ଆନ୍ତଃରାଜ୍ୟ ଲୁଟେରା ଗିରଫ

0

ଭବାନୀପାଟଣା: ପୁଲିସ ଜାଲରେ ୯ ଜଣିଆ ଡକାୟତି ଗ୍ୟାଙ୍ଗ୍ ଧରାପଡିଛନ୍ତି। କଳାହାଣ୍ଡି ଜିଲ୍ଲାର ଛତିକୁଡା-ଅମ୍ବାଦୋଲା ମୁଖ୍ୟ ରାସ୍ତାରେ ପିସ୍ତଲ, ଅନ୍ୟ ମାରଣାସ୍ତ୍ର ଦେଖାଇ ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ଗାଡିରୁ ଲୁଟ୍ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ବେଳେ ସେମାନଙ୍କଠାରୁ ପିସ୍ତଲ, ଅଫୁଟା ଗୁଳି, ୬ଟି ମୋବାଇଲ ଫୋନ୍,୫ଟି ଵମ୍ ଓ ବିଭିନ୍ନ ମାରଣାସ୍ତ୍ର ଆଦି ଜବତ ହୋଇଛି। ଏନେଇ ଜିଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ମିଳିଛି।

Leave A Reply