ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଗିରଫ

0

ନୂଆପଡ଼ା : ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଦୁଇ ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ କେରାପଦର ହାଇସ୍କୁଲର ଶିକ୍ଷକ ସର୍ବଜ୍ଞ ସୁପକାର ଓ ସର୍ବଜ୍ଞଙ୍କ ପୁତୁରା ଜ୍ଞାନଦତ୍ତ ସୁପକାର। କରଙ୍ଗାମାଲ ହାଇସ୍କୁଲରୁ ଉଭୟ ପ୍ରଶ୍ନପତ୍ର ଭାଇରାଲ କରିଥିବା ଅଭିଯୋଗ ହୋଇଛି।

Leave A Reply