ବିପୁଳ ପରିମାଣର ମହୁଲି ମଦ ଜବତ ୫ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲା ତାଳଚେର ଗୁରୁଜାଙ୍ଗ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠାରୁ ଶୁକ୍ରବାର ଅପରାହ୍ନ ୫:୩୦ ସମୟରେ ଅବକାରୀ ବିଭାଗ ବିପୁଳ ପରିମାଣର ମହୁଲି ମଦ ସହ ୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ମୁତାବକ, ଅବକାରୀ ବିଭାଗ ୧୫୪ ଟି ପାଉଚ ମହୁଲି ମଦ ଜବତ କରିଛି। ଯାହା ଆନୁମାନିକ ୮୦୪୦କିଲୋଗ୍ରାମ ହେବ ବୋଲି ଅବକାରୀ ବିଭାଗର ଏସଆଇ ଶ୍ରୀ ହରିହର ସିଂ ସୂଚନା ଦେଇଛନ୍ତି l ତେବେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି l

Leave A Reply