ବରଯାତ୍ରୀଙ୍କ ମାଡ଼ରେ ୩ଗୁରୁତର

0

ଅନୁଗୁଳ : ଅନୁଗୁଳ ଜିଲା ବନ୍ତଳା ଥାନା ବଡ଼ହିଁସ ଗ୍ରାମରେ ଘଟିଛି ଏକ ଅଘଟଣ । ଗତକାଲି ଅନୁଗୁଳ ଥାନା କୁମଣ୍ଡ ଅଞ୍ଚଳରୁ ଏକ ବରଯାତ୍ରୀ ଦଳ ବନ୍ତଳା ଥାନା ବଡ଼ହିଁସ ଗ୍ରମାକୁ ଯାଇଥିଲେ । ତେବେ କୌଣସି କାରଣରୁ ବରଯାତ୍ରୀ ଦଳ ବଡ଼ହିଁସ ଗ୍ରାମର ଏକ ପରିବାରଙ୍କୁ ନିସ୍ତୁକ ମାଡ଼ ମାରିବା ଫଳରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ବନ୍ତଳା ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply