ପୁଣି ଦୁଇଟି ମେଣ୍ଢାଙ୍କୁ ମାରି ଖାଇଲା ଅଜଣା ଜନ୍ତୁ

0

ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳରେ ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି । ଦିଗପହଣ୍ଡି ଫୁଲସୁନ୍ଦରୀ ସାହିରେ ଅଜଣା ଜନ୍ତୁ ଆକ୍ରମଣରେ ଏ.କୁଶ ପାତ୍ରଙ୍କ ୨ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ହୋଇଛି । ଏହାକୁ ନେଇ ପୁଣି ସ୍ଥାନୀୟ ଅଞ୍ଚଳରେ ପୁଣି ଅତଙ୍କ ସୃଷ୍ଟି ହୋଇଛି ।

 

Leave A Reply