ଦୁର୍ଘଟଣାରେ ପରେ ରାସ୍ତାରୋକ

0

ଭବାନୀପାଟଣା : କନ୍ତେସିରରେ ଏକ ସଡ଼କ ଦୁର୍ଘଟଣାରେ ଘଟିଛି। ଅଜଣା ଗାଡ଼ି ଧକ୍କାରେ ଦେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Leave A Reply