ଜାତୀୟ ରାଜପଥରେ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର

0

ଅନୁଗୁଳ: ଅନୁଗୁଳ ବାଇଣ୍ଡା ନିକଟସ୍ଥ ଜାତୀୟ ରାଜପଥରେ  ଦୁଇଟି ଗାଡି ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଟ୍ରକ ଓ ଛୋଟ ଚାରି ଚକିଆ ଗାଡି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏଥିରେ ଛୋଟ ଚାରି ଚକିଆ ଗାଡି ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଏଥିର ଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ଲେଖା ହେବାବେଳକୁ ଏମାନଙ୍କର ପରିଚୟ ମଳି ପାରି ନ ଥିଲା ।

Leave A Reply