ସଡ଼କ ଦୁର୍ଘଟଣାରେ ୬ ଆହତ, ଜଣେ ଗୁରୁତର

0

ସୁନାବେଡ଼ା : ସୁନାବେଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ଜଣ ବିଦ୍ୟାର୍ଥୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମସ୍ତ ପିଲାଙ୍କୁ ଡ଼ାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି।

Leave A Reply