ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

0

ବ୍ରହ୍ମପୁର : ନୂଆ ବସଷ୍ଟାଣ୍ଡ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସଂପର୍କରେ ସେମାନେ ମାଇଁ ଓ ଭଣଜା। ଘଟଣାସ୍ଥଳରେ ମାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭଣଜା ଗୁରୁତର ହୋଇଛନ୍ତି। ଗୁରୁତର ଭଣଜାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବାଇକଟିକୁ ବିଏମସିର ଅଳିଆ ବୋଝେଇ ଡ଼ମ୍ପର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

Leave A Reply