ସଡକ ଦୁର୍ଘଟଣାରେ ୧୩ ଆହତ

0

ରାୟଗଡା: ଏକ ସଡକ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଗୁରୁବାର ଅପରାହ୍ନରେ ରାୟଗଡା ଜିଲା କତାପେଟା ଗ୍ରାମରେ ଜେ.କେ ପୁର ରୁ ଫେରୁଥିବା ଏକ ୪୦୭ ଭ୍ୟାନ ସ୍ପିଡ୍ ବ୍ରେକର ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଫଳରେ ଭ୍ୟାନରେ ଥିବା ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଗୁରୁତରଙ୍କୁ ରାୟଗଡା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି।

Leave A Reply