ଵାଇକକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ

0

ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥ ମଶାଣିଆ ଛକ ନିକରେ ଏକ ଵାଇକକୁ ଟ୍ରକ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ହେଲା ମାନସ ମହାନ୍ତି (୨୬) । ମୃତକଙ୍କ ଘର ଜଗତସିଂହପୁର ଜିଲା ତିର୍ତୋଲ ଥାନା ଅନ୍ତର୍ଗତ ସିଳନ୍ଦି ଗ୍ରାମରେ ବୋଲି ଜଣାପଡିଛି । ସେହି ଗ୍ରାମର ସଞ୍ଜୟ କୁମାର ସ୍ଵାଇଁ (୩୮) ନାମକ ଯୁବକ ଆହତ ହୋଇଛନ୍ତି ।

Leave A Reply