କାର ଦୁର୍ଘଟଣାରେ ମେଡିକାଲ କର୍ମଚାରୀ ଆହତ

0

ବାଲେଶ୍ବର: ଭଦ୍ରକ ଜିଲା ବାସୁଦେବପୁର ମେଡିକାଲ କର୍ମଚାରୀ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ଆହତଙ୍କ ନାମ ବ୍ରଜହରି ସାହୁ। ସେ ନିଜ ପରିବାର ସଦସ୍ୟଙ୍କ ସହ କାର ଯୋଗେ ସୋର ତେଲେଙ୍ଗାନାକୁ ଯାଉଥିଲେ। ସକାଳ ୧୧.୩୦ଟା ସମୟରେ ଯାଉଥିବା ସମୟରେ ତାଙ୍କ କାର ସମ୍ମୁଖକୁ ଏକ ଷଣ୍ଢ ପଶି ଆସିଥିଲା। ଭାରସାମ୍ୟ ହରାଇ ସେ କାରଟିକୁ ଏକ ଡିଭାଇଡରରେ ପିଟି ଦେଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଉଦ୍ଧାର କରାଯାଇଛି।

Leave A Reply