ସଡକ ଦୁର୍ଘଟଣାରେ ୮ ଗୁରୁତର

0

ଖୋର୍ଦ୍ଧା: ଟାଙ୍ଗୀ ଚାନ୍ଦପୁର ବାଇପାସ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୮ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ଚାନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରାସ୍ତାରେ ଗାଡି ଯାଉଥିବା ବେଳେ ହଠାତ୍ ବ୍ରେକ୍ ଦେବା ଫଳରେ ଏକ ଡମ୍ପର ପଛରୁ ବୋଲେର ପିଟି ହୋଇଥିଲା । ଫଳରେ ବୋଲରରେ ଥିବା ୮ ଜଣ ଗୁରୁତର ହୋଇଥିଲେ ।

Leave A Reply