ସଡ଼କ ଦୁର୍ଘଟଣା ୩ ମୃତ ,୫ ଆହତ

0

ଜଗତସିଂହପୁର: ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଯୋଗୁ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହାତ ହୋଇଛନ୍ତି। କଟକ – ପାରାଦୀପ ରାସ୍ତାର ପଥୁରିଆଗଡା ନିକଟରେ ଏହି ଦୁର୍ଘଟଣା ଘଟିଛି। କାର୍‍ଟି ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେବଇଥିଲା ପରେ କାର୍‍ଟି ଓଲଟି ଯାଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। କାର୍‍ରେ ଥିବା ୫ ଜଣ ଆହତ ହୋଇଛନ୍ତି ।

Leave A Reply