କ୍ୟାପିଟାଲ ହସ୍ପିଟାଲ ଚିକିତ୍ସାଧୀନ ଅଛନ୍ତି ଅଭିଜିତ

0

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବୋପରି ଓଡ଼ିଆମାନଙ୍କର ଭାବାବେଗ ସହିତ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ଆୟାର ମିତ୍ର ଜେଲରେ ହଠାତ୍ ଅସୁସ୍ଥ ହୋଇପଡି ଥିବା ଜଣାପଡିଛି । ରବିବାର ସେ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । କଡା ସୁରକ୍ଷାବଳୟ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ଅଭିଜିତ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।

Leave A Reply