ଡୁକୁରା ବନାଞ୍ଚଳରୁ ଅହିରାଜ ଉଦ୍ଧାର, ୪ ଦେଶୀ ବନ୍ଧୁକ ଜବତ 

0

ଖୁଣ୍ଟା : ମୟୁରଭଂଜ ଜିଲ୍ଲା ଡୁକୁରା ବନ ବିଭାଗ ଓ ଏପିଆର ଯବାନଙ୍କ ଦ୍ୱାରା ଶିମିଳିପାଳ ସନ୍ନିକଟ ଗ୍ରାମମାନଙ୍କରେ ଫ୍ଲାଗମାର୍ଚ୍ଚ ଚାଲିଥିବ ବେଳେ ୪ଟି ଗୁଳିଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି । ଅନ୍ୟ ଏକ ଘଟଣାରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବନ ବିଭାଗ ଓ ବାରିପଦା ସ୍ନେକ ହେଲ୍ପ ଲାଇନର ସଦସ୍ୟଙ୍କ ଦ୍ୱାରା ୧୪ ଫୁଟ୍ ଲମ୍ବ ଓ ୮ କେଜି ଓଜନର ଅହିରାଜକୁ ଉଦ୍ଧାର କରାଯାଇ ଶିମିଳିପାଳ ଅଭୟାରଣ୍ୟ ସାଞ୍ଜ ୩ କମ୍ପାର୍ଟମେଣ୍ଟ ଅଞ୍ଚଳରେ ଛାଡି ଦିଆଯାଇଛି ।

Leave A Reply