ବହୁ କୋଟି ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଅଟକ

0

ଗଞ୍ଜାମ : ସାଇ ଲ୍ୟାଣ୍ଡ ନାମକ ଚିଟ୍ ଫଣ୍ଡ ସଂସ୍ଥା ଜରିଆରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଵ୍ରହ୍ମପୁର ନେହେରୁନଗର ନିବାସୀ ରଜନିକାନ୍ତ ପାଢ଼ୀ ଠକେଇର ଶିକାର ହୋଇଥିବା ନେଇ ଗୋଶାଣିନୁଆଗାଁ ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି।
ଗୁଜରାଟର ସୁରତ ଠାରେ ଏହି ଠକେଇ ହୋଇଛି। ଆହୁରି ବହୁ ଲୋକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଅଟକ ଦମ୍ପତିଙ୍କ ସମେତ ଅନ୍ୟ ୩ଜଣଙ୍କ ନାମରେ ରହିଛି ଅଭିଯୋଗ
ସାଇ ଲ୍ୟାଣ୍ଡ ନାମକ ଚିଟ ଫଣ୍ଡ ସଂସ୍ଥାର ଏମ୍ ଡି ଏବଂ ନିର୍ଦେଶିକାଙ୍କୁ ପୁଲିସ ଅଟକ ରଖିଛି । ଅଟକ ଦମ୍ପତିଙ୍କ ଘର ଭଞ୍ଜନଗର, ଉଭୟଙ୍କୁ ଠକେଇ ନେଇ ପୁଲିସ ଜେରା କରୁଛି। ପୋଲିସ
୨୦୦୮ରୁ ୨୦୧୬  ମଧ୍ୟରେ ଠକେଇ ଏହି ହୋଇଥିବା ଜଣାପଡିଛି।

Leave A Reply