ଇତିହାସ ପୃଷ୍ଠାରେ ୧୯ ମାର୍ଚ୍ଚ

0

୧୮୭୭ – ପ୍ରଥମ ଆନ୍ତର୍ଜାତିକ କ୍ରିକେଟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ୪୫ ରନରେ ଇଂଲଣ୍ଡଙ୍କୁ ପରାସ୍ତ
୧୯୪୪ – ପୂର୍ବ ଭାରତରେ ଆଜାଦ ହିନ୍ଦ ଫୋୖଜର ଜାତୀୟ ପତାକା ଉତ୍ତୋଳନ
୧୯୬୫ – ଇଣ୍ଡୋନେସିଆ ପକ୍ଷରୁ ତୈଳ କମ୍ପାନୀଗୁଡିକର ରାଷ୍ଟ୍ରୀୟକରଣ
୧୯୭୨ – ଭାରତ ଓ ବାଂଲାଦେଶ ମଧ୍ୟରେ ଶାନ୍ତି ବୁଝାମଣା ସ୍ଵାକ୍ଷରିତ
୧୯୭୭ – ଫ୍ରାନ୍ସ ଦ୍ୱାରା ପରମାଣୁ ପରୀକ୍ଷା
୧୯୮୨ – ବ୍ରିଟେନ ଓ ଭାଟିକାନ ମଧ୍ୟରେ ରାଜନୈତିକ ସମ୍ବନ୍ଧ ସ୍ଥାପିତ
୧୯୯୦ – କାନାଡ଼ା ରାଜଧାନୀ ଓଟାବାରେ ପ୍ରଥମ ମହିଳା ବିଶ୍ୱ ଆଇସ ହକି ପ୍ରତିଯୋଗିତା ଆରମ୍ଭ
୧୯୯୮ – ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପାଇଁ ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ
୧୯୯୮ – ମାର୍କସ୍ବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ଇ.ଏମ.ଏସ. ନମ୍ବୁଦରୀପାଦଙ୍କ ନିଧନ
୨୦୧୭ – ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ୩୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ

Leave A Reply