ବିଚ୍ ରାସ୍ତାରେ ଆଣ୍ଠେଇଲେ ଆମ୍ବୁଲାନ୍ସ କର୍ମଚାରୀ

0

ବାଲେଶ୍ୱର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକିପୁର ନିକଟରେ ଆଜି ପୂର୍ବାହ୍ନରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋର ୟୁଏନ କଲେଜର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଉଜ୍ଜଳ ଗିରୀ ଆହତ ହୋଇଥିଲେ । ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ପହଞ୍ଚିନଥିଲା। ଏଥିରେ କଲେଜ ଛାତ୍ର ଉତ୍ତ୍ୟକ୍ତ ହୋଇ ୧୦୮ କର୍ମଚାରୀ, ଫାର୍ମାସିସି ଓ ହେଲପରକୁ ଡାକ୍ତରଖାନାରେ ସମ୍ମୁଖରେ ନିର୍ଦ୍ଧୁମ ଖରାରେ ଆଣ୍ଠେଇ ଦେଇଥିଲେ। ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply