ଗଞ୍ଜେଇ ଜବତ, ୨ ଗିରଫ

0

ଫୁଲବାଣୀ: କେଲାପଡା-ବନ୍ଧଗଡ଼ା ରୋଡ୍ କେଲାପଡାସ୍ଥିତ ଟଙ୍ଗରପଡ଼ା ଛକ ନିକଟରୁ ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ୨୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଓ ଦୁଇଟି ବାଇକ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ନରେନ୍ଦ୍ର ପ୍ରଧାନ ଓ ସୁଶାନ୍ତ ଭୋଇ।

Leave A Reply