ଗଛ ପଡି ଭାଙ୍ଗିଲା ୪ ବାଇକ

0

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟ ନିକଟରେ ଏକ ବିଶାଳକାୟ ଗଛ ଭାଙ୍ଗି ଯାଇଛି। ଗଛଟି ଭାଙ୍ଗି କୋର୍ଟ ପାଚେରୀରେ ପଡି ରାସ୍ତା ଉପରେ ପଡିଯାଇଛି। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଦଳେ ଆଇନଜୀବୀ ଅଳ୍ପକେ ରକ୍ଷା ପାଇଥିବା ସୂଚନା ମିଳିଛି। ଗଛ ପଡି ଚାରୋଟି ବାଇକ ଭାଙ୍ଗି ଯାଇଛି।

Leave A Reply