ଉତ୍କଳମଣିଙ୍କ ଜନ୍ମସ୍ଥଳୀରେ ଶ୍ରଦ୍ଧାଞ୍ଜଳି

0

ସୁଆଣ୍ଡୋ: ଓଡିଆ ଜାତିର ପ୍ରଣମ୍ୟ ପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସରେ ଜନ୍ମମାଟି ସୁଆଣ୍ଡୋସ୍ଥିତ ବାସଭବନର ଷଠି ଘରେ ଆଜି ସ୍ମୃତିଚାରଣ ସଭା ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଭାର୍ଗବୀ ନଦୀରେ ତିଳତର୍ପଣ କରାଯାଇଥିଲା। ଶହ ଶହ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ,ଜନପ୍ରତିନିଧି ଏଥିରେ ଅଂଶ ଗ୍ରହଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଅଧ୍ୟକ୍ଷତା କରିଥିଲେ।

Leave A Reply