ବିସ୍ଫୋରକ ବୋଝେଇ ଟ୍ରକ ସହ ଭ୍ୟାନ ଜବତ

0

କୋରାପୁଟ : ବିସ୍ଫୋରକ ବୋଝେଇ ଟ୍ରକ ସହ ଏକ ଭ୍ୟାନ ଜବତ ହୋଇଛି। ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପଟାଙ୍ଗିରୁ ୨ଟି ଗାଡି ଜବତ କରିଛି। ଏହାସହ ୫ଜଣଙ୍କୁ ଅଟକ ରଖିଛି। ଟ୍ରକ ଓ ଭ୍ୟାନରେ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଚିଲିକାତଲମ୍‌ରୁ ସେମିଳିଗୁଡା ଯାଉଥିଲା ବୋଲି ଜଣାପଡିଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି।

Leave A Reply