ନାଲକୋ ଟ୍ରେନ ଧକ୍କାରେ ଯୁବକ ମୃତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାନରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମ ପଂଚାୟତ ନୂଆଁ ସାହିର ଅଜୟ ଗୁରୁଙ୍କ ପୁଅ ଲିପୁନ ଗୁରୁ ଛେଳି ଚରାଉ ଥିବା ବେଳେ ଅସାବଧାନତା ବଶତଃ ନାଲକୋ ଟ୍ରେନ ଧକ୍କାରେ ମୃତ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମ ପଞ୍ଚାୟତ ତରଫରୁ ଦାବୀ କ୍ଷତି ପୂରଣ ଦାବି କରାଯାଇଛି। କ୍ଷତି ପୂରଣ ବାବଦକୁ ୧୫ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ନାଲକୋ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି କରାଯାଇଛି ।

Leave A Reply