ରେଳ ଇଞ୍ଜିନରୁ ତେଲ ଚୋରି ବେଳେ ବାଇକ ଜବତ ; ଅଭିଯୁକ୍ତ ଫେରାର

0

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଷ୍ଟେସନରେ ରେଳ ଇଞ୍ଜିନରୁ ତେଲ ଚୋରି ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ରେଳବାଇ ପୁଲିସ୍‍ ଏକ ବାଇକ ଜବତ କରିଛି। ପୁଲିସ ଅଖିରେ ଧୂଳି ଦେଇ ଅଭିଯୁକ୍ତ ଫେରାର ହୋଇଛି।

Leave A Reply