ବିଜେପିକୁ ମସ୍ତବଡ଼ ଧକ୍କା : ତାରା

0

ଭୁବନେଶ୍ୱର : ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ବିଜେପି ପାଇଁ ମସ୍ତବଡ଼ ଧକ୍କା ବୋଲି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ରାଜନୀତିରେ ବିଜୟଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେ ଯେଉଁଦଳକୁ ଯିବେ ସେ ଦଳ ପାଇଁ ନିଶ୍ଚିତ ଭାବେ ସହାୟକ ହେବେ। ସେ ଯଦି କଂଗ୍ରେସକୁ ଆସିବାକୁ ଚାହିଁବେ ତେବେ ଆମେ ସ୍ୱାଗତ କରିବୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

Leave A Reply