ପୁରସ୍କୃତ ହେବେ ପୁଲିସ ଅଧିକାରୀ ସୁମିତ୍ରା ଜେନା

0

ମାଲକାନଗିରି: ଜିଲ୍ଲାର ଦକ୍ଷ ମହିଳା ପୁଲିସ ଅଧିକାରୀ ସୁମିତ୍ରା ଜେନା ବାଲିମେଳା ଥାନା ନିରୀକ୍ଷକ ଥିବା ସମୟରେ ଗଞ୍ଜେଇ ଚାଷ ରୋକିବା,  ଗଞ୍ଜେଇ ମଫିଆଙ୍କୁ ଗିରଫ କରି ଗଞ୍ଜେଇ କାରବାର ରୋକିବା ଦିଗରେ ଉଲ୍ଲେଖନୀୟ କାର୍ୟ୍ୟ କାରିଥିବାରୁ ରାଜ୍ୟ ସରକାର ଶ୍ରୀମତୀ ଜେନଙ୍କ ନାମରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ।

Leave A Reply